ଗାଁ ନଇ

ଗାଁ ନଇ

ବୁଢ଼ା ନଈ, ଚଇନପୁର୍, ଯାଜପୁର The Budha River, Chainpur, Jajpur କୁହାଯାଏ ଯେ ନିଜ ଗାଁ ନଈ ଆଉ ପର ଗାଁ ମଶାଣି, ଏ ଦୁଇଟିକୁ  ମଣିଷର ଜମାରୁ ଭୟ ନଥାଏ ୤କେମିତି ବା ରହିବ? ମୋର ଆବାଲ୍ୟ ସାଥୀ ଏହି ନଈ ସାକ୍ଷୀ ମୋର ପିଲାଦିନ ଦୁଷ୍ଟାମିର ୤ବୋଉର ଶତ ବାରଣ ସତ୍ତ୍ୱେ … Continue reading